Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ମେଣ୍ଟୁ ଛକରେ ଦେହରେ ନିଆଁ ଲଗେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ବ୍ରହ୍ମପୁର ଏସପି

Chhatrapur, Ganjam | Sep 11, 2025
ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ଯା ଉଦ୍ୟମ କଲେ ଯୁବକ। ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ବାପାଙ୍କ ସହ ଝଗଡା ପରେ ନିଜ ଦେହରେ ନିଆଁ ଲଗେଇ ଦେଇଥିଲେ ଯୁବକ। ଘଟଣା ସଂପର୍କରେ ନିଜ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍ ।
Read More News
T & CPrivacy PolicyContact Us