This browser does not support the video element.
ବଲାଙ୍ଗୀର: ଟିଟଲାଗଡ ରେଳୱେ ଟ୍ରେକରେ ଦୁର୍ଘଟଣା ପରିବାରର ଏକମାତ୍ର ରୋଜଗାରିଆ ପିଣ୍ଟୁ ବଡକାଙ୍କ ଜୀବନ ଅକାଳେ ସମାପ୍ତ
Balangir, Balangir | Aug 24, 2025
ଟିଟଲାଗଡ ରେଳୱେ ଟ୍ରେକରେ ଦୁର୍ଘଟଣା ପରିବାରର ଏକମାତ୍ର ରୋଜଗାରିଆ ପିଣ୍ଟୁ ବଡକାଙ୍କ ଜୀବନ ଅକାଳେ ସମାପ୍ତ" ବଲାଙ୍ଗୀର ଟିଟଲାଗଡ ରେଳୱେ ଟ୍ରେକରେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟିଛି। ରେଳ ଧାରଣରେ ପଡ଼ି, ଲୋଇସିଂହା ବ୍ଲକ ମନହିରା ପାଞ୍ଚାୟତର ବଘାପାଲି ଗ୍ରାମର ଯୁବକ ପିଣ୍ଟୁ ବଡକାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସେ ସୁରତରୁ ନୂଆଖାଇ ପର୍ବ ପାଇଁ ନିଜ ଘରକୁ ଫେରୁଥିବା ସମୟରେ ଏହି ଅଘଟଣା ଘଟିଥିଲା। ଘଟଣାସ୍ଥଳରୁ ପୁଲିସ୍ ଶବକୁ ଉଦ୍ଧାର କରି, ଭୀମଭୋଇ ମେଡିକାଲରେ ବ୍ୟବଚ୍ଛେଦ ପରେ ପାରିବାରଲୋକଙ୍କୁ ମୃତ