Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାର ନେଦା ଗ୍ରାମରେ ବର୍ଷା ପ୍ରଭାବିତ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ
Baripada M, Mayurbhanj | Aug 23, 2025
ମୟୂରଭଞ୍ଜ ଜିଲ୍ଲାରେ ଲଗାଣିଆ ବର୍ଷା ଲାଗି ରହିଥିବାରୁ ଶନିବାର ରାତି ପ୍ରାୟ ୯.୩୦ଟାରେ ସାରସକଣା ବ୍ଲକ ଅନ୍ତର୍ଗତ ନେଦା ଗ୍ରାମରେ ବର୍ଷା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆ X ଯୋଗେ ଏ ବାବଦରେ ସୂଚନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!