Install App
bholeswarpatra10
This browser does not support the video element.
ତେଲକୋଇ: ରାଇସୁଆଁ ଖଣ୍ଡାଧୂଆ ନଦୀ ଉପରେ ଗଜାନନଙ୍କ ପୂଜା, ଭାଇଚାରାର ନିବିଡ଼ ସମ୍ପର୍କକୁ ଦୁଗୁଣିତ କରିଛି, ଗାଁ ପରିକ୍ରମା ବରି ବିଷର୍ଜନ କଲେ ଗଜାନନକୁ
Telkoi, Kendujhar | Aug 28, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଉପାନ୍ତ ରାଇସୁଆଁ ବାସି ନିଆରା ଢଙ୍ଗରେ ଖଣ୍ଡାଧୂଆ ନଦୀ ଉପରେ ତୋରଣ କରି ଗଜାନନଙ୍କ ପୂଜା କରିଥିଲେ । ଗାଁର ଆବାଳ ବୁଦ୍ଧ ବନିତା ଭାଇଚାରାର ସମ୍ପର୍କକୁ ମଜଭୂତ କରି ଗାଁ ପରିକ୍ରମା କରି ବିଷର୍ଜନ କରିଛନ୍ତି ଗଜାନନଙ୍କୁ । ରାଇସୁଆଁ ଖଣ୍ଡାଧୁଆ ଗଣେଶ ପୂଜା କମିଟ ଏହାର ପରିଚାଳନା କରିଥିଲା ।ଆଜି ଗୁରୁବାର ରାତ୍ରୀ ୧୧ ଟା ସମୟର ସୂଚନା ।
Share
Read More News
T & C
Privacy Policy
Contact Us
Your browser does not support JavaScript!