This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡ ନଂ ୧୫ ଠାରେ ମୟୁର କଳାଭୂମୀ ପକ୍ଷରୁ ନୂତନ ନୃତ୍ୟକେନ୍ଦ୍ର ଉଦଘାଟିତ
Baripada M, Mayurbhanj | Aug 21, 2025
ଆଜି ସଂଧ୍ୟା ପ୍ରାୟ ୬.୩୦ଟାରେ ମୟୁର କଳାଭୂମୀ ଅନୁଷ୍ଠାନ ପକ୍ଷରୁ ବାରିପଦା ସହରର ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡନଂ ୧୫ ଠାରେ ଏକ ନୂତନ ନୃତ୍ୟକେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉଦଘାଟକ ଭାବରେ ଅତିରିକ୍ତ ଏସପି ସବିତା ମାଝୀ, ଅତିଥି ଭାବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସମାଜସେବୀ ଶିରୀଶ ଚନ୍ଦ୍ର ହେମ୍ବ୍ରମ, ସମାଜସେବୀ ଅମର ସେଠି, ପ୍ରତାପ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ନୃତ୍ୟ କେନ୍ଦ୍ରକୁ ଉଦଘାଟନ କରିବା ସହ ଏହାର ଉତ୍ତରତ୍ତର ଉନ୍ନତି କାମନା କରିଥିଲେ।