Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସାରୁଅ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବସ୍ତା ସହ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ l

Puri M, Puri | Sep 3, 2025
ମହିଳା ଗଞେଇ ଚାଲାଣକାରୀକୁ ଧରିଲେ ମହିଳା ଅବକାରୀ ପୋଲିସ୍ । ସାରୁଅ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବସ୍ତା ସହ ମହିଳାଙ୍କୁ ଗିରଫ କଲା ଅବକାରୀ ଟିମ।
Read More News
T & CPrivacy PolicyContact Us