Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଅକ୍ତିଆରପୁର ଠାରେ ବୁଢାବଳଙ୍ଗ ନଦୀରୁ ୨ବର୍ଷର ଶିଶୁପୁତ୍ର ର ମୃତଦେହ ଉଦ୍ଧାର

Baleshwar M, Balasore | Sep 6, 2025
ସହଦେବଖୁଣ୍ଟା ଥାନା ଅକ୍ତିଆରପୁର ସ୍ଥିତ ବୁଢାବଳଙ୍ଗ ନଦୀରେ ଆଜି ପୂର୍ବାହ୍ନ ୧୦ ଟାରେ ଏକ ଶିଶୁପୁତ୍ର ର ମୃତଦେହ ଭାସୁ ଥିବାର ସ୍ଥାନୀୟ ଲୋକେ ଦେଖି ଦମକଳ ବିଭାଗ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ ବିଭାଗ ଓ ପୋଲିସ ପହଞ୍ଚି ଥିଲେ।ମୃତ ଶିଶୁପୁତ୍ରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ମୃତ ଶିଶୁପୁତ୍ର ହେଉଛି ସହଦେବଖୁଣ୍ଟା ଅକ୍ତିଆରପୁର ର ସୁଦାମ ବେହେରାଙ୍କ ୨ ବର୍ଷର ଶିଶୁପୁତ୍ର ସୁରେନ୍ଦ୍ର ବେହେରା।ସୁଦାମାଙ୍କ ଘର ନଦୀକୂଳରେ ହୋଇଥିବା ବେଳେ ଗତକାଲି ତାଙ୍କର ଶିଶୁପୁତ୍ର ନଦୀରେ ଭାସି ଯାଇଥିଲେ ବୋଲି ପରିବାର ଲୋକେ ପୋଲିସକୁ ସୂଚନ ଦେଇଥିଲେ।
Read More News
T & CPrivacy PolicyContact Us