Download Now Banner

This browser does not support the video element.

ନିମାପଡା: ବ୍ଲକ ମିଶନ ଶକ୍ତିର ବିଭିନ୍ନ ପଞ୍ଚାୟତର ମହିଳା ସଂଗଠନର ସଭାନେତ୍ରୀ ଓ ସି ଆର ପି ନିଯୁକ୍ତି ପ୍ରତିବାଦରେ ଶତାଧିକ ମହିଳାଙ୍କ ବ୍ଲକ୍ ଘେରାଉ

Nimapada, Puri | Sep 12, 2025
ନିମାପଡା ବ୍ଲକ୍ ମିଶନ ଶକ୍ତିର ବିଭିନ୍ନ ପଞ୍ଚାୟତର ମହିଳା ସଂଗଠନର ସଭାନେତ୍ରୀ ଓ ସିଆରପି ନିଯୁକ୍ତି ପ୍ରତିବାଦରେ ଆଜି ପୂର୍ବାହ୍ନ ୧୧ଟାରେ ଶତାଧିକ ମହିଳାଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟଳୟ ଘେରାଉ କରାଯିବା ସହ ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us