Download Now Banner

This browser does not support the video element.

ବରଗଡ: ନୂଆଁଖାଇ ପାଇଁ ୩ ଦିନ ଛୁଟି କରିବା ଦାବି ନେଇ ଗାନ୍ଧି ଛକରେ ପ୍ରତିକ୍ରିୟା ରଖିଲେ କୋଶଲ ସେନାର ସଭାପତି

Bargarh, Bargarh (Baragarh) | Aug 23, 2025
ନୂଆଁଖାଇ ପାଇଁ 3 ଦିନ ଛୁଟିକୁ ନେଇ ଗାନ୍ଧି ଛକ ଠାରେ ଶନିବାର ଦିବା 11.30 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ କୋଶଲ ସେନାର ସଭାପତି | ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଇଁ 3 ଦିନ ଛୁଟି ଦାବିରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ଏହାକୁ ନେଇ ରାଜ୍ୟ ସରକାର 29 ତାରିଖ ଛୁଟି ଘୋଷଣା କରିଥିବା ବେଳେ ଆସନ୍ତା ବର୍ଷ କ୍ୟାଲେଣ୍ଡରରେ 3 ଦିନ ନୂଆଁଖାଇ ଛୁଟି ଦିଆଯାଉ ବୋଲି ଦାବି କରାଯାଇଛି | ଏହା ସହ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।
Read More News
T & CPrivacy PolicyContact Us