This browser does not support the video element.
ଆନନ୍ଦପୁର: କାହାଳିଆଗଡିଆରେ ଦୁର୍ଗାପୂଜା ଓ ରାବଣପୋଡ଼ି ଉତ୍ସଵ ପରିଚାଳନା ପାଇଁ ପୁଲିସ ପକ୍ଷରୁ ବୈଠକ
Anandapur, Kendujhar | Sep 24, 2025
କାହାଳିଆଗଡିଆ ଓ କୁରାଢିଘଷା ଗ୍ରାମରେ ଦୁର୍ଗାପୂଜା ଓ ରାବଣପୋଡ଼ି ହେଉଥିବାରୁ ଏହାକୁ କିପରି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ପୋଲିସ୍ ଓ ପୂଜା କମିଟି ସଦସ୍ୟ ମାନଙ୍କୁ ନେଇ ଆଜି ଅପରାହ୍ଣ୪ଟା ବେଳେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋସୋ ଥାନା ଅଧିକାରୀ ଶିବଶଙ୍କର ଆଲଦାଙ୍କ ଅଧ୍ୟକ୍ଷତାରେ କାହାଳିଆଗଡିଆ ମଣ୍ଡପରେ ଅନୁଷ୍ଠିତ ବୈଠକରେ ଦୁଇ ଗ୍ରାମର ଦୁର୍ଗାପୂଜା କମିଟି ସଦସ୍ୟ ଓ କୁରାଢୀଘଷାର ରାବଣପୋଡି କମିଟି ସଦସ୍ୟ ଏବଂ ଗ୍ରାମବାସୀ ଯୋଗଦେଇଥିଲେ।