Download Now Banner

This browser does not support the video element.

ବରଗଡ: କ୍ୟାନ୍ସର ହସ୍ପିଟାଲ କେବେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ କରି ଗାନ୍ଧୀ ଛକରେ ପ୍ରତିକ୍ରିୟା ରଖିଲେ ବରଗଡ଼ବାସୀ

Bargarh, Bargarh (Baragarh) | Sep 5, 2025
କେବେ ହେବ ବରଗଡ଼ କେନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ | ପ୍ରଶ୍ନ କରୁଛନ୍ତି ଜନସାଧାରଣ | ପ୍ରଶାସନ ଚୁପ | କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା କେନ୍ସର ହସ୍ପିଟାଲରେ ରୋଗୀଙ୍କ ପାଈଁ କୌଣସି ବ୍ୟବସ୍ଥା ନାହିଁ | ଚକ ଚକ କରୁଥିବା ଏହି ବିଲଡିଙ୍ଗରେ ନା ଅଛନ୍ତି କେନ୍ସର ଡାକ୍ତର ନା ଷ୍ଟାଫ ନା ଅଛି ଅତ୍ୟାଧୁନିକ ମେସିନ | ନାଁ କୁ କେବଳ କେନ୍ସର ହସ୍ପିଟାଲ ରହିଥିବା ଏହି ବିଲଡିଙ୍ଗ କେବେ କାର୍ଯ୍ୟକ୍ଷମ ହେବ ତାହା ପ୍ରଶ୍ନ କରୁଛନ୍ତି ବରଗଡ଼ ବାସି | ଶୁକ୍ରବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଗାନ୍ଧୀଛକରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ବାସି | ବରଗଡ଼ ଜିଲ୍ଲାରେ ସର୍ବାଧିକ
Read More News
T & CPrivacy PolicyContact Us