This browser does not support the video element.
ସଦର: ୫-ଟି କାର୍ଯ୍ୟରେ ଅନିୟମିତତା ନେଇ ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ରେ ଭିଜିଲାନ୍ସ ବିଭାଗର ତଦନ୍ତ
Sadar, Kalahandi | Sep 10, 2025
କଳାହାଣ୍ଡି ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହୋଇଥିବା ୫-ଟି କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଗତ ଜୁଲାଇ ମାସରେ କଳାହାଣ୍ଡି ଛାତ୍ର ସଂଘ ପକ୍ଷରୁ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରାଯାଇଥିଲା।, ୫-ଟି କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ଅର୍ଥକୁ ଉପଯୁକ୍ତ କାମରେ ଖର୍ଚ୍ଚ କରା ନ ଯାଇ ବରଂ ଅନ୍ୟାନ୍ୟ ନିର୍ମାଣ କାମରେ ବ୍ୟୟ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଭବାନୀପାଟଣା ଭିଜିଲାନ୍ସ ବିଭାଗ ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ରେ ଛାନଭିନ କରୁଥିବା ଦେଖିବାକୁ ମିଳିଛି l ଏନେଇ ଆଜି ଅପରାହ୍ନ 4ଟା ସମୟରେ ଜଣାଯାଇଛି