This browser does not support the video element.
ନୟାଗଡ ସଦର: ନୟାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ସାଇକେଲ ରାଲି ସହ ସଚେତନତା କାର୍ଯ୍ୟକ୍ରମ
Nayagarh Sadar, Nayagarh | Aug 24, 2025
ସୂଚନା ଅନୁଯାୟୀ ଆଜି ସକାଳ 7ଘଟିକା ସମୟ ରେ ନୟାଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ସାଇକେଲ ରାଲି ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,ଏହି ରାଲି କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଏହି ଅବସର ରେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ସାଇକେଲ ରାଲି ବାହାରି ବଜାର ପରିକ୍ରମା କରିବା ସହିତ ନୟାଗଡ଼ ଟ୍ରାଫିକ ଛକ ଠାରେ ଶେଷ ହୋଇଥିଲା, ନୟାଗଡ଼ ପୋଲିସ ପକ୍ଷରୁ ଜିଲ୍ଲା ରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ଓ ତତ ସହିତ ଜନ ସାଧାରଣ କିପରି ସୁସ୍ଥ ଜୀବନ ଜାପନ କରିବେ ଓ ନିଜକୁ ସୁସ୍ଥ ରଖିବା ପାଇଁ ରବିବାର ଅଧଘଣ୍ଟା ସାଇକେଲ ଚଳାଇବା