Download Now Banner

This browser does not support the video element.

ମାଲକାନଗିରି: ନାୟକଗୁଡ଼ା ହାଟ ପଦାରେ ବିଜେପି ପକ୍ଷରୁ ନୂତନ ପାଙ୍ଗାମ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ସଭାପତି

Malkangiri, Malkangiri | Sep 1, 2025
ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡ଼ା ହାଟ ପଦାରେ ବିଜେପି ପକ୍ଷରୁ ନୂତନ ପାଙ୍ଗାମ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ନୂତନ ମଣ୍ଡଳ ସଭାପତି ଭାବେ ଲକ୍ଷ୍ମଣ ବାଙ୍କିଆଙ୍କ ନାମ ଘୋଷଣା କରିବା ସହ ନୂତନ କମିଟିର ସମସ୍ତଙ୍କ ନାମ ଘୋଷଣା କରାଯାଇଥିଲା। ତାପରେ ନୂତନ କମିଟିର ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
Read More News
T & CPrivacy PolicyContact Us