This browser does not support the video element.
କୋଟପାଡ: ମିଶନ ଶକ୍ତି ସିଏସଏସ ସଙ୍ଘର ଗଣ ଧାରଣାକୁ ସମର୍ଥନ କଲେ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି, ଏହି ଅବସରରେ ସେ ରଖିଲେ ପ୍ରତିକ୍ରିୟା l
Kotpad, Koraput | Sep 26, 2025
ମିଶନ ଶକ୍ତି ସିଏସଏସ ସଙ୍ଘର ଗଣ ଧାରଣାକୁ ସମର୍ଥନ କଲେ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି l ଏହି ଅବସରରେ ସେ ରଖିଲେ ପ୍ରତିକ୍ରିୟା l ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ସାତ ଦଫା ଦାବୀ ନେଇ ଗତ ପାଞ୍ଚ ଦିନ ହେବ ସିଏସଏସ ସଙ୍ଘର ଆନ୍ଦାଳନ ଜାରିରହିଛି l ଶୁକ୍ରବାର ଅପରାହ୍ନ ୩ ଟା ସମୟରେ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି ଙ୍କ ସମତ ବ୍ଲକ କଂଗ୍ରେସ ଦଳ କର୍ମକର୍ତ୍ତା ଧାରଣା ସ୍ଥଳରେ ପହଁଚିଥିଲେ l ମିଶନ ଶକ୍ତି ସିଏସଏସ ସଙ୍ଘ ଗଣ ଧାରଣା କୁ ସମର୍ଥନ ଦେଇଥିଲେ l ଯଦି ଦାବୀ ପୂରଣ ନ ହେବ ତେବେ ଆଗାମୀ ଦିନରେ ବିଧାନସଭା ଘେରିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି l