This browser does not support the video element.
ବଲାଙ୍ଗୀର: ଆଦର୍ଶ ପଡାରେ ଖ୍ରୀଷ୍ଟିୟ ସମ୍ପ୍ରଦାୟ ଦ୍ୱାରା ନୂଆଁଖାଇ ଭେଟଘାଟକାର୍ଯ୍ୟକ୍ରମ ରେ ପୌରଧକ୍ଷା ଙ୍କ ଯୋଗ ଦାନ
Balangir, Balangir | Sep 13, 2025
ଆଜି ସନ୍ଧ୍ୟା ୫ଟା ୪୫ ମିନିଟ ସମୟ ରେ ବଲାଙ୍ଗୀର ଆଦର୍ଶ ପଡାରେ ଖ୍ରୀଷ୍ଟିୟ ସମ୍ପ୍ରଦାୟ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେଥିପାଇଁ ସ୍ଥାନୀୟ କାଉନସିଲର ଲଲାଟେନ୍ଦୁ ପଟ୍ଟନାୟକ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ଅତିଥିମାନେ ଖ୍ରୀଷ୍ଟିୟ ସମ୍ପ୍ରଦାୟରେ ନୂଆଁଖାଇର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକ ପାତ କରି, ସମାଜରେ ଏକତା ଓ ସହଯୋଗୀତାର ସନ୍ଦେଶ ଦେଇଥିଲେ । ନୂଆଁଖାଇରେ ସମସ୍ତଙ୍କୁ ଏକେସାଥିରେ ଆଣିବାର ଆହ୍ୱାନ ସହ, କାର୍ଯ୍ୟକ୍ରମକୁ ଉପଭ