This browser does not support the video element.
ରାୟଗଡା: କଲ୍ୟାଣସିଂହପୁର ବ୍ଲକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ନୂତନ ଜିଲ୍ଲାପାଳ
Rayagada, Rayagada | Aug 23, 2025
ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକକୁ ନୂତନ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରଥମେ ଶିକରପାଇ ପଞ୍ଚାୟତର କୃଷ୍ଣ ନଗର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ କରିଥିବା ହଳଦୀ ଚାଷ ପରିଦର୍ଶନ କରି ସମସ୍ୟା ବୁଝି ଥିଲେ । କ୍ରିକାଲପାଡ଼ୁ ନିକଟରେ ହେଉଥିବା ମେଘା ପ୍ରଜେକ୍ଟ ପରିଦର୍ଶନ କରିଥିଲେ।