Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ଅଂଚଳ ରେ ପୁଣି ହାତୀ ଆତଙ୍କ. ଦୁଇଟି ଜଙ୍ଗଲୀ ହାତୀ ଆସି ରାଇପଦା ଓ ରେତୁଡ଼ି ଅଂଚଳ ରେ ପୁଣି ଉପଦ୍ରଵ କରିଥିବାର ସୂଚନା ମିଳିଅଛି

G Udayagiri, Kandhamal | Sep 2, 2025
ଜି ଉଦୟଗିରି ଅଂଚଳ ରେ ପୁଣି ହାତୀ ଆତଙ୍କ. ଦୁଇଟି ଜଙ୍ଗଲୀ ହାତୀ ଆସି ରାଇପଦା ଓ ରେତୁଡ଼ି ଅଂଚଳ ରେ ପୁଣି ଉପଦ୍ରଵ କରିଥିବାର ସୂଚନା ମିଳିଅଛି. ବନ ବିଭାଗ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି.କିଛି ଦିନ ତଳେ ହାତୀ ଉପଦ୍ରଵ ରେ ବହୁ ଘର ଭାଙ୍ଗିବା ସହ ଗାଈ ଓ ମଣିଷ ମୃତ୍ୟୁ ମୁଖରେ ପଡ଼ିଥିଲେ.
Read More News
T & CPrivacy PolicyContact Us