Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ହୋଟେଲ ସ୍ୱାଗତରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ଜିଲ୍ଲା ଗାଦବା ସମାଜ ସଭାପତି

Malkangiri, Malkangiri | Aug 22, 2025
ଆଜି ଶୁକ୍ରବାର ଦିନ ୧ ଘଟିକା ସମୟରେ ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ହୋଟେଲ ସ୍ୱାଗତରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ମାଲକାନଗିରି ଜିଲ୍ଲା ଗାଦବା ସମାଜ ସଭାପତି ଭୀଷ୍ମ ଖିଲ।
Read More News
T & CPrivacy PolicyContact Us