Download Now Banner

This browser does not support the video element.

ସୋନପୁର: ଜିଲ୍ଲାର ଜିଲ୍ଲା ପାଳଙ୍କ ସମ୍ବିଳନୀ କକ୍ଷଠାରେ ଦିଶା ବୈଠକ ଅନୁଷ୍ଠିତ ।

Sonapur, Subarnapur (Sonepur) | Oct 9, 2025
ସୁବର୍ଣ୍ଣପୁର ଜିଲ୍ଲାର ଦିଶା ବୈଠକ ମାନ୍ୟବର ସାଂସଦ, ବଲାଙ୍ଗିର ଶ୍ରୀମତି ସଂଗୀତା କୁମାରୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଦିଶା ବୈଠକରେ ମାନ୍ୟବର ବିଧାୟକ, ବୀରମହାରାଜପୁର ଶ୍ରୀଯୁକ୍ତ ରଘୁନାଥ ଜଗଦଳା, ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଶ୍ରୀ ନାରାୟଣ ନାଏକ, ସୁବର୍ଣ୍ଣପୁର ଦିଶା କମିଟିର ସଦସ୍ୟ/ସଦସ୍ୟା ବୃନ୍ଦ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ
Read More News
T & CPrivacy PolicyContact Us