This browser does not support the video element.
ଜମନକିରା: ଜମନକିରା ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ
Jamankira, Sambalpur | Sep 8, 2025
ଜମନକିରା ବ୍ଲକ କାର୍ଯ୍ୟାଳୟରେ ସୋମବାର ଦିନ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଲିରାମ ବୋନ୍ଦର ଓ SP ମୁକେଶ କୁମାର ଭାମୁ ଯୋଗଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ବିଭିନ୍ନ ପଞ୍ଚାୟତରୁ ମୋଟ ୬୭ ଗୋଟି ଅଭିଯୋଗ ମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୪୫ଟି ଗୋଷ୍ଠିଗତ ଅଭିଯୋଗ ଆସିଥିବାବେଳେ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ନେଇ ନିର୍ଦ୍ଦେଶ ଦେଇଛନ୍ତି।