Download Now Banner

This browser does not support the video element.

ଚାରମାଳ: ସେନାଘାଟି ଗାଁ କୁ ଗଲାନି ଆମ୍ବୁଲାନ୍ସ , ୩ କିମି ଖଟିଆ ରେ ବୁହା ହେଲେ ଗୁରୁତର ଆହତ

Charamal, Sambalpur | Sep 8, 2025
ରେଢ଼ାଖୋଲ ବ୍ଲକ ଗରଗଡ଼ବାହାଲ ସେନାଘାଟି ଗାଁ ରେ ଘଟିଛି ଅଭାବନୀୟ ଘଟଣା। ଗାଁ କୁ ଆମ୍ବୁଲାନ୍ସ ଯାଇନପାରିବାରୁ ୩ କିମି ବୁହାହେଲେ ଗୁରୁତର ଆହତ। ସୋମବାର ସକାଳେ ଗାଁ ର ନାରାୟଣ ଦେହୁରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଛାତ ପକା କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ଛାତ ଉପରୁ ଖସିପଡ଼ିଥିଲେ। ମେରୁଦଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ।
Read More News
T & CPrivacy PolicyContact Us