Download Now Banner

This browser does not support the video element.

ବଲାଙ୍ଗୀର: ପଞ୍ଚାୟତ ସାଧନ କେନ୍ଦ୍ରରେ ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ

Balangir, Balangir | Sep 5, 2025
ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ “ଆଦି କର୍ମଯୋଗୀ ଅଭିଯାନ’’ର ତିନିଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଆନୁକୂଳ୍ୟରେ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଉଦ୍‌ଘାଟନ କଲେ । ୨୫୮ଟି ଜନଜାତି ବହୁଳ ଗ୍ରାମକୁ ଅନ୍ତର୍ଭୁକ୍ତ କରି, ୭୬ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଗ୍ରାମୀଣ ଜନଭାଗି ମାଧ୍ୟମରେ ଏହି ଯୋଜନାରେ ସମୂହ ବିକାଶ କାର୍ଯ୍ୟ ସୁଚାରୁ ହେବାରୁ ଆଶା କରାଯାଉଛି ।
Read More News
T & CPrivacy PolicyContact Us