Install App
kabisuryatv
This browser does not support the video element.
ଦିଗପହଣ୍ଡି: କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ସିଲାରେ ଦୁର୍ନୀତି ଅଭିଯୋଗ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ
Digapahandi, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ ସିଲାରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ କୁକୁଡାଖଣ୍ଡିର ଜଣେ ସଚେତନ ନାଗରିକ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ଅଭିଯୋଗକାରୀ ଆଜି ଦିନ 10 ଘଣ୍ଟ ସମୟରେ ଗଣମାଧ୍ୟମ କୁ କଣ ମତାମତ ପ୍ରଦାନ କରିଛନ୍ତି ସୁଣନ୍ତୁ ।
Share
Read More News
T & C
Privacy Policy
Contact Us
Your browser does not support JavaScript!