Download Now Banner

This browser does not support the video element.

ସିମୁଳିଆ: ଅତାସାଇ ଗ୍ରାମ ରେ ନିଜ ଘରେ ବେକ ରେ ଯୁବକର ମୃତ୍ୟୁ, ପୋଲିସ ର ତଦନ୍ତ ଜାରି,

Similia, Balasore | Sep 2, 2025
ବେକରେ ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା l ଘରୋଇ କଳିରୁ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ଔପଦା ବ୍ଲକ ଗଡ଼ସାଇ ପଂଚାୟତ ଅତାସାଇ ଗ୍ରାମରେ ପୂର୍ଣଚନ୍ଦ୍ର ନାଇକି ଙ୍କର ପୁଅ ହେମନ୍ତ ନାଇକି ବେଙ୍ଗଲର ରହି ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି. କିଛିଦିନ ପାଇଁ ଛୁଟି ନେଇ ଘରକୁ ଆସିଥିଲେ l କୌଣସି କାରଣ ଙ୍କୁ ନେଇ ହେମନ୍ତ ତାଙ୍କ ସ୍ତ୍ରୀ ସହିତ ଝଗଡା ହୋଇଥିଲା l ଫଳରେ ସ୍ତ୍ରୀ ନିଜ ପିଲା କୁ ସଂମ୍ପର୍କୀୟ ଘରକୁ ପଳାଇ ଯାଇଥିଲେ ସେହି ଭିତରେ ସ୍ୱାମୀ ହେମନ୍ତ ବେକରେ ରସି ଲଗାଇ ମୃତ୍ୟୁ ବରଣ କରିଥିଲେ l
Read More News
T & CPrivacy PolicyContact Us