Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ଇନଡୋର ଷ୍ଟାଡିୟମ୍ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ଏକ ବ୍ୟାଟ ବିଟେନ୍ ଟୁର୍ନା ମେଣ୍ଟ ଅନୁଷ୍ଠିତ ହୋଇଛି

G Udayagiri, Kandhamal | Aug 30, 2025
ଜି ଉଦୟଗିରି ଇନଡୋର ଷ୍ଟାଡିୟମ୍ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ଏକ ବ୍ୟାଟ ବିଟେନ୍ ଟୁର୍ନା ମେଣ୍ଟ ଅନୁଷ୍ଠିତ ହୋଇଛି।ଏହାକୁ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୋଚ ଦୀପକ ପ୍ରଧାନ,ଶିବରାମ ସାହୁ,ପ୍ରଫୁଲ୍ଲ କୁମାର ରାଉତ ଙ୍କ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ଜି ଉଦୟଗିରି,ଟିକାବାଲି,ରାଇକିଆ ,ଚକାପାଦ ରୁ ଟିମ୍ ଆସି ଯୋଗ ଦେଇଛନ୍ତି।ମେଜର ଧ୍ୟାନନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us