Download Now Banner

This browser does not support the video element.

ଝାରସୁଗୁଡା: ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେୟାର ଆସୋସିଏସନ ଝାରସୁଗୁଡା ପକ୍ଷରୁ ପାହାଡି ମନ୍ଦିର ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Aug 31, 2025
ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେୟାର ଆସୋସିଏସନ ଝାରସୁଗୁଡା ପକ୍ଷରୁ ଝାରସୁଗୁଡା ପାହାଡି ମନ୍ଦିର ଅଞ୍ଚଳରେ ଆଜି ସକାଳ ଏଗାରଟା ସମୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବ୍ରଜରାଜନଗରର ପୁର୍ବତନ ବିଧାୟିକା ଅଳକା ମହାନ୍ତି, ଯୁବନେତା ପୁରୁଷୋତ୍ତମ ମହାନ୍ତିଙ୍କ ସମେତ ଅନୁଷ୍ଠାନ ର ଅନେକ ବରିଷ୍ଠ କର୍ମକର୍ତା ଏବଂ ସ୍ତାନୀୟ ଜନସାଧାରଣ ଉପସ୍ଥିତ ରହି ଵୃକ୍ଷ ରୋପଣ କରିଥିଲେ। ଯିବ ଜଗତ ତିଷ୍ଠି ରହିବା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ ବୋଲି ବ୍ରଜରାଜନଗର ର ପୁର୍ବତନ ବିଧାୟିକା ଅଳକା ମହାନ୍ତି ମତବ୍ୟକ୍ତ କରିଥିଲେ
Read More News
T & CPrivacy PolicyContact Us