Install App
parikhita02
This browser does not support the video element.
ଆଠମଲ୍ଲିକ: ନାକିଚି ରେ କାର ଦୁର୍ଘଟଣା ଗ୍ରସ୍ତ, 3 ଗୁରୁତର ଅନୁଗୋଳ ଜିଲ୍ଲା କଟକ - ସମ୍ବଲପୁର 55 ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ନାକିଚି ଅଂଚଳ ରେ
Athmallik, Angul | Sep 6, 2025
ଶୁକ୍ରବାର ବିଳମ୍ବିତ ରାତି ଏକ କାର ଭାର ସ୍ୟାମ ହରାଇ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି ଦୁର୍ଘଟଣା ରେ କାର ରେ ବସିଥିବା 3 ଜଣ ଗୁରୁତର ଆହାତ ହୋଇଛନ୍ତି l ସେମାନ ଙ୍କର ପରିଚୟ ଜଣା ପଡି ନାହିଁ l ଘଟଣା ରୁ ଜଣା ପଡିଛି ଜେ ବଇଣ୍ଡା ରୁ ବାମୁର ଅଭିମୁଖେ ଯାଉଥିବା ଏକ କାର ନମ୍ବର (ଓଡି 33 ଏ ବି 4499) ଚାଳକ ଭାର ସ୍ୟାମ ହରାଇ ରାସ୍ତା କଡରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା l ଫଳରେ ଏହି ଦୁର୍ଘଟଣା ରେ 3 ଜଣ ଗୁରୁତର ଆହା
Share
Read More News
T & C
Privacy Policy
Contact Us
Your browser does not support JavaScript!