This browser does not support the video element.
ଜଗତସିଂହପୁର: ବିଧାୟକଙ୍କ ଦ୍ୱାରା ସଦରମହକୁମାସ୍ଥିତ ନବକୃଷ୍ଣ ଚୌଧୁରୀ ପାଠାଗାରର ସମ୍ପ୍ରସାରିତ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ
Jagatsinghapur, Jagatsinghpur | Aug 31, 2025
ଜଗତସିଂହପୁର ସଦରମହକୁମାସ୍ଥିତ ନବକୃଷ୍ଣ ଚୌଧୁରୀ ପାଠାଗାରର ସମ୍ପ୍ରସାରିତ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ । ଆଜି ଦିନ ୪ ଟା ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା କରାଯାଇଛି । ବିଧାୟକଙ୍କ ପାଣ୍ଠି ବିନିଯୋଗ କରାଯାଇ ଏହା ସମ୍ପୂର୍ଣ କରାଯିବ ବୋଲି ସୂଚନା ମିଳିଛି । ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ନିର୍ବାହୀଅଧିକାରିଣୀ ସୀମା ଜେନା ପ୍ରମୁଖ ଉପସ୍ଥିତ ଥିଲେ