Install App
baripada_news
This browser does not support the video element.
ଉଦଳା: ଉଦଳା ଠାରେ ବିଜେପିର ଦେବକୁଣ୍ଡ ଓ ଉଦଳା ସଦର ମଣ୍ଡଳ ସ୍ତରୀୟ ସେବାପକ୍ଷ କର୍ମଶାଳା ଅନୁଷ୍ଠିତ
Udala, Mayurbhanj | Sep 11, 2025
ଗୁରୁବାର ଦିନ ପ୍ରାୟ ୧୧ଟାରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଠାରେ ଭାରତୀୟ ଜନତା ପାର୍ଟିର ଦେବକୁଣ୍ଡ ଓ ଉଦଳା ସଦର ମଣ୍ଡଳ ସ୍ତରୀୟ ସେବାପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦଳା ବିଧାୟକ ଭାସ୍କର ମଢେଇ, ଉଦଳା NAC ଅଧ୍ୟକ୍ଷା ପ୍ରମିଳା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!