This browser does not support the video element.
ବାଲିଗୁଡା: ବାଲିଗୁଡା ଠାରେ ଅମଲା ଅମଲା ସଂଘର ପ୍ରତିବାଦ ସଭା ପ୍ରତ୍ୟାହାର
Baliguda, Kandhamal | Aug 26, 2025
ରାଜ୍ୟ ସଂଙ୍ଘ ର ନିଷ୍ପତି କ. କ୍ରମେ, ଆଜି ଠାରୁ ଅର୍ଥାତ ମଙ୍ଗଳବାର ଦିନ 10ଘଣ୍ଟିକା ସମୟରେ ବିଭିନ୍ନ ସରକାରୀ କାଯ୍ୟାଳୟ ଯୋଗଦେଇଛନ୍ତି , ଗତକାଲି ସଂନ୍ଧ୍ୟା 5ଘଣ୍ଟିକା ପଯ୍ୟନ୍ତ ଏହି ଆନ୍ଦ ଚାଲୁ ରହିଥିଲା ସକାଳ 8ଘଣ୍ଟିକା ସମୟରେ ଅମଲା ସଂଙ୍ଘର ରାଜ୍ୟ କର୍ମକର୍ତା ଙ୍କ ନିଷ୍ପତି କ୍ରମେ ସକାଳ 10ଘଣ୍ଟିକା ସମୟରେ ରିପୋର୍ଟ କରିଛନ୍ତି ଏବଂ ନିଜ ନିଜ କାମ ଜହିନ କରିଛନ୍ତି