Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ସହର ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା ଅଭିଯୋଗ ରେ ପୋଲିସ ମାମଲା ରୁଜୁ କଲା

G Udayagiri, Kandhamal | Sep 30, 2025
ଜି ଉଦୟଗିରି ସହର ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା, ଆବଶ୍ୟକୀୟ କାଗଜ ପତ୍ର ନ ଥିବା ଅଭିଯୋଗ ରେ ପୋଲିସ ଗାଡି କୁ ଜବତ କରିବା ସହ ଥାନାରେ 198/2025 ରେ ଏକ ମାମଲା ରୁଜୁ କରିଅଛି.
Read More News
T & CPrivacy PolicyContact Us