This browser does not support the video element.
ବଲାଙ୍ଗୀର: ଶଙ୍କର ଭୂଜି ଠାରେ ଦୁର୍ଘଟଣା, ବୋଲେରୋ ଧକ୍କାରେ ୨ ବାଇକ ଆରୋହୀ ଗୁରୁତର ସୂଚନା
Balangir, Balangir | Aug 21, 2025
ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ଶଙ୍କର ଭୂଜି ଠାରେ ଦୁର୍ଘଟଣା। ବାଇକ ଆରୋହୀଙ୍କୁ ବୋଲେରୋ ଧକ୍କା ଦେଇଥିବା ସୁଚନା। ଘଟଣା ସ୍ଥଳରେ ଦୁଇ ବାଇକ ଆରୋହି ଗୁରୁତର। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି। ଦୁଇ ବାଇକ ଆରୋହି ହୀରାପୁର ର ବୋଲି ଜଣାପଡିଛି। ଉଭୟ ଙ୍କୁ ଆଜି ରାତି ୮ଟା ସମୟ ରେ ଭୀମ ଭୋଇ ମେଡ଼ିକାଲ୍ ରେ ଭର୍ତ୍ତି କରା ଯାଇ ଥିବା ସୁଚନା ମିଳିଛି