Download Now Banner

This browser does not support the video element.

ବଲାଙ୍ଗୀର: ଧଅଁରାଦାଦର ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ

Balangir, Balangir | Oct 1, 2025
ଧଅଁରାଦାଦର ଗ୍ରାମରେ ମହିଳାଙ୍କ ମୃତ୍ୟୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧଅଁରାଦାଦର ଗ୍ରାମରେ ୩୯ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ନହୋଇଥିବା ବେଳେ ପୋଲିସ ମୃତଦେହକୁ ଆଜି ଅପରାହ୍ନ ୧ଟା ସମୟ ରେ ପୋଷ୍ଟମର୍ଟମ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି। ମୃତ ମହିଳାଙ୍କ ପରିଚୟ ସାଦିନି ପରାଭୁଏ ବୋଲି ଜଣାପଡିଛି। ପୋଲିସ ଘଟଣାକୁ ନେଇ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
Read More News
T & CPrivacy PolicyContact Us