Download Now Banner

This browser does not support the video element.

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସ୍ଥିତ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ପ୍ରଦାନ କଲେ ବିଧାୟକ ଧ୍ରୁବ ସାହୁ

Kendrapara, Kendrapara | Aug 31, 2025
ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସ୍ଥିତ ସରକାରୀ ଡାକ୍ତରଖାନାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ଏହି କାର୍ଯ୍ୟକ୍ରମରେ ରୋଗୀଙ୍କ ସୁସ୍ଥତା କାମନା କରି ସେମାନଙ୍କୁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରାଯାଇଥିଲା ।ରାଜନଗରର ବିଧାୟକ ଶ୍ରୀ ଧ୍ରୁବ ସାହୁ ନିଜେ ସହଭାଗୀ ହୋଇ ରୋଗୀଙ୍କୁ ଫଳ ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us