Download Now Banner

This browser does not support the video element.

ବଲାଙ୍ଗୀର: ଜାମସର୍ ଛକ ନିକଟରେ ଦୁର୍ଘଟନା, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

Balangir, Balangir | Jul 20, 2025
ଯାମସର୍ ନିକଟରେ ଏକ ଦୁର୍ଘଟନା ଘଟିଛି । ରାସ୍ତା ପାର ହେବା ସମୟରେ ଜଣେ ବ୍ୟକ୍ତି ବାଇକ୍ ଧକ୍କାରେ ଗୁରୁତର ହୋଇଛନ୍ତି । ଗୁରୁତର ଙ୍କ ନାମ ବୀଣା ପାଣି ସାହୁ ବୋଲି ଜଣା ପଡ଼ିଛି, ଯିଏ ଚୁଡ଼ା ପାଲି ଗ୍ରାମର ବସିନ୍ଦା । ଦୁର୍ଘଟନା ପରେ ତାଙ୍କୁ ତୁରନ୍ତ ଆଜି ରଟି ୧୦ଟା ୧୫ମିନିଟ ସମୟରେ ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଗୁରୁତର ରହି ଥିବା ସୂଚନା ମିଳିଛି। ଏହି ଦୁର୍ଘଟନାରେ ବାଇକ୍ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
Read More News
T & CPrivacy PolicyContact Us