Download Now Banner

This browser does not support the video element.

ବୀରମିତ୍ରପୁର: ସମସ୍ୟା ଘେରରେ ଅଂକୁରପାଲି ଗ୍ରାମର ରାସ୍ତା।

Biramitrapur, Sundargarh | Sep 1, 2025
ଅଂକୁରପାଲି ଗ୍ରାମପଂଚାୟତର କେତେକ ରାସ୍ତା ସମସ୍ୟା ଘେରରେ ଅଛି। ଅଂକୁରପାଲି ଗ୍ରାମପଂଚାୟତର ସରପଞ୍ଚ ସୁଶୀଲ କୁମାର ଟୋପ୍ପୋଙ୍କ ଅନୁସାରେ ଅଂକୁରପାଲି ଗ୍ରାମପଂଚାୟତରେ କେତକ ରାସ୍ତାର ଅବସ୍ଥା ଦୟନୀୟ ଅବସ୍ଥାରେ ରହିଛି। ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ।
Read More News
T & CPrivacy PolicyContact Us