Download Now Banner

This browser does not support the video element.

ଏମ.ଭି ୭୯: ଏମଭି ୭୯ ଗ୍ରାମରେ ଧୁମଧାମରେ ମହା ଦୁର୍ଗା ଅଷ୍ଠମି ପାଳିତ ହୋଇଯାଇଛି । ଆଖପାଖ ଅଞ୍ଚଳର ପ୍ରାୟ ପାଞ୍ଚ ହଜାର ଲୋକଙ୍କ ହେଲା ସମାଗମ

MV 79, Malkangiri | Sep 30, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମରେ ଧୁମଧାମରେ ଦୁର୍ଗା ଅଷ୍ଠମି ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଅବସରରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କର ସମାଗମ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us