Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର କେମ୍ପା ବନାଞ୍ଚଳ ପରିଦର୍ଶନ କରିଛନ୍ତି IFS ଭି କାର୍ତ୍ତିକ ଓ PCCF ର ବରିଷ୍ଠ ଅଧିକାରୀଗଣ ।

Bhanjanagar, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର କେମ୍ପା ବନାଞ୍ଚଳ ପରିଦର୍ଶନ କରିଛନ୍ତି IFS ଭି କାର୍ତ୍ତିକ ଓ PCCF ର ବରିଷ୍ଠ ଅଧିକାରୀଗଣ । ଆଜି ଦିନ 12 ଘଣ୍ଟ ସମୟରେ ବରିଷ୍ଠ ବନାଞ୍ଚଳ ଅଧିକାରୀ ମାନେ କେମ୍ପା ବନାଞ୍ଚଳ ପରିଦର୍ଶନ କରିବା ସହ ନୂତନ ବନାଞ୍ଚଳ ସୃଷ୍ଟି ନିମନ୍ତେ କିଭଳି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ଆଲୋକପାତ ହୋଇଥିଲା । ଏହି ପରିଦର୍ଶନ ସମୟରେ ଉତ୍ତର ଘୁମୁସର ବନଖଣ୍ଡର ସମସ୍ତ ବରିଷ୍ଠ କନିଷ୍ଠ ବନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।।।
Read More News
T & CPrivacy PolicyContact Us