Download Now Banner

This browser does not support the video element.

ମାଲକାନଗିରି: କୁଡୁମୁଲୁଗୁମ୍ମା ରେ ଆମିଷ ବଜାର ସ୍ଥାପନ ପାଇଁ ସ୍ଥାନ ନିରୂପଣ

Malkangiri, Malkangiri | Sep 7, 2025
କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ କବାଟ ବନ୍ଦ ନିକଟରେ ଥିବା ସରକାରୀ ଜାଗାରେ ଏକ ଆମିଷ ବଜାର ପାଇଁ ରବିବାର ପୂର୍ବାହ୍ନରେ ସ୍ଥାନ ନିରୂପଣ କରାଯାଇଛି ।
Read More News
T & CPrivacy PolicyContact Us