Download Now Banner

This browser does not support the video element.

ଜଳେଶ୍ବର: ବାଘାବାଲି ଗ୍ରାମରୁ ଆନ୍ତଃରାଜ୍ୟ ଡକାୟତ କୁ ଗିରଫ କଲା କେନ୍ଦୁଝର ସଦର ପୋଲିସ

Jaleswar, Balasore | Sep 10, 2025
ଆନ୍ତଃରାଜ୍ୟ ଡକାୟତ କୁ ଗିରଫ କଲା କେନ୍ଦୁଝର ସଦର ପୋଲିସ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଘାବାଳି ଗ୍ରାମ ରୁ ଆନ୍ତଃରାଜ୍ୟ ଡକାୟତ କୁଗିରଫ କରିଛି କେନ୍ଦୁଝର ସଦର ଥାନା ପୋଲିସ, ଗିରଫ ଯୁବକ ହେଉଛନ୍ତି କମର୍ଦା ଥାନା ଅଞ୍ଚଳ ର ବ୍ରଜ ଗୋପାଳ ଦାସ,ଆଜି ଭୋର୍ ସମୟରେ ଜଳେଶ୍ୱର ପୋଲିସ ସହାୟତା ରେ ଉକ୍ତ ଯୁବକ କୁ ଗିରଫ କରିଛି କେନ୍ଦୁଝର ପୋଲିସ, ଗିରଫ ବ୍ରଜଗୋପାଳ ନିକଟରୁ ବନ୍ଧୁକ ,ତେଲେଙ୍ଗା କଟୁରୀ ଓ ଡକାୟତ ସରଞ୍ଜାମ ସହ ସୁନା ଅଳଙ୍କାର ଜବତ କରିଛନ୍ତି ପୋଲିସ, ବ୍ରଜଗୋପାଳ ଙ୍କ ସହ ଅନ୍ୟ ସହଯୋଗୀ ମାନେ ଗିରଫ ହୋଇଥିବା ସୂଚନା l ଏନେଇ ଆଜି ମଧ୍ୟାହ୍ନ 12 ଟା ସମୟରେ ଜଣ
Read More News
T & CPrivacy PolicyContact Us