Install App
arunkshadangi40
This browser does not support the video element.
ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
Phulabani Town, Kandhamal | Sep 10, 2025
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସ୍ବାସ୍ଥ୍ୟ ବିଭାଗ,ଅଙ୍ଗନବାଡ଼ି କର୍ମୀ,ସ୍ଵାତୀ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଡ୍ସ,ପୋଷଣ ଖାଦ୍ୟ ଉପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ସମୟରେ ସ୍ଥାନୀୟ ଅଞ୍ଚଳ ର ବ୍ୟକ୍ତିମାନେ ଯୋଗ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!