Download Now Banner

This browser does not support the video element.

ଆନନ୍ଦପୁର: ସୋସୋ ପଞ୍ଚାୟତ କାନପୁରରେ ବିଜେପିର ମିଶ୍ରଣ ପର୍ବ, ଯୋଗଦେଲେ ୫୦ରୁ ଉର୍ଦ୍ଧ ମହିଳା

Anandapur, Kendujhar | Aug 31, 2025
ସୋସୋ  ପଞ୍ଚାୟତ କାନପୁର ଠାରେ ଆଜି ସନ୍ଧ୍ୟା ୭ଟା ବେଳେ  ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱରଂଜନ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସୁଲୋଚନା ପାଣିଗ୍ରାହୀ, ଚନ୍ଦନା ପରିଡା, ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ମହାପାତ୍ର, ଅକ୍ଷୟ ବେହେରାଙ୍କ ସମେତ୫୦ରୁ ଉର୍ଦ୍ଧ ମହିଳା ବିଜେପିରେ ସାମିଲ ହୋଇଥିଲେ । ଆନନ୍ଦପୁର ବିଜେପି ନେତା ଆଲୋକ ସେଠି,ମଣ୍ଡଳ ସଭାପତି ଟିକି କିସ୍କୁ,   ବରିଷ୍ଠ ବିଜେପି ନେତା ବୈଲୋଚନ ନାୟକ, ଗଙ୍ଗାଧର ରାଉତ, ବିଶ୍ୱନାଥ ଖମାରି, ପ୍ରମୁଖ ନବାଗତ ମାନଙ୍କୁ  ଦଳୀୟ ଟୋପି ଓ ଉତ୍ତରୀୟ  ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।
Read More News
T & CPrivacy PolicyContact Us