This browser does not support the video element.
ଫୁଲବାଣୀ ସହର: ଓଡ଼ିଶା ର କନ୍ଧମାଳ ଜିଲ୍ଲାରେ ନକ୍ସଲବାଦର ଦମନ ପାଇଁ ଦିଲ୍ଲୀରେ ସାଂସଦ ଙ୍କ ଆଲୋଚନା
Phulabani Town, Kandhamal | Sep 8, 2025
ଓଡ଼ିଶା ର କନ୍ଧମାଳ,ବିହାର, ଝାଡଖଣ୍ଡ, ଛତ୍ତିଶଗଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସାଂସଦମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବୈଠକରେ ଅଂଶଗ୍ରହଣ କଲି। ସମସ୍ତେ ମିଶି ନକ୍ସଲବାଦର ଦମନ ସହ ବିକାଶ ଓ ସୁରକ୍ଷାର ଏକ ନୂତନ ପଥରେ ଆଗେଇବା ଦିଗରେ ଆଲୋଚନା କଲେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ..