Download Now Banner

This browser does not support the video element.

ସୋନପୁର: ବାଲପୁର ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ।

Sonapur, Subarnapur (Sonepur) | Sep 12, 2025
ବାଲପୁର ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ।ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ।ସଦର ଅବକାରୀ ରେଞ୍ଜ ଇନ୍ସପେକ୍ଟର ପ୍ରକାଶ ସା ଙ୍କ ନେତୃତ୍ୱରେ କ୍ରମେ ଏକ ଟିମ ଗତକାଲି ରାତିରେ ଲଛିପୁର ଥାନା ଅନ୍ତର୍ଗତ ବାଲପୁର ପାଖରୁ ୯ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଦିନ ୧୨ଟାରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us