Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସ୍ବାୟତ୍ତ ଶାସନ ଦିବସ ପାଳନରେ ପୁରୀ ପୌରପାଳିକା କାର୍ଯ୍ୟାଳୟ ରେ ଆଜି ପୁରୀ ଲୋକ ସଭା ସାଂସଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ l

Puri M, Puri | Aug 31, 2025
।ପୂର୍ବରୁ ଗାନ୍ଧି ଘାଟରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ସାଂସଦ ଡା ପାତ୍ର ମାଲ୍ୟାର୍ପଣ କରିବା ସହ ଆମ ଦେଶର ସ୍ବାଧୀନତା,ସୁରକ୍ଷା ଓ ଅଖଣ୍ଡତା ପାଇଁ ନାଗରିକ ମାନଙ୍କ ସହଭାଗିତା ଯେତିକି ଜରୁରୀ, ନିଜ ପରିସର କୁ ସ୍ବଛ ଓ ପରିଷ୍କାର ରଖିବା ମଧ୍ୟ ସେତିକି ଜରୁରୀ ବୋଲି କହିଥିଲେ।ମହାତ୍ମାଗାନ୍ଧୀ ସର୍ବଦା ସ୍ବଛତା କୁ ଗୁରୁତ୍ୱ ଦେଉଥିଲେ।ସ୍ବଛତା ବାର୍ତ୍ତା ରେ ତାଙ୍କ ଚଷମା ର ଉପସ୍ଥିତି ଆମର କାର୍ଯ୍ୟ କୁ ଅନୁଧ୍ୟାନ କରୁଛି ବୋଲି ଡା ପାତ୍ର କହିବା ସହ ପ୍ରତିବଦ୍ଧ ଓ ଉତ୍ତରଦାୟୀ ଭାବ ସ୍ବଛତା ରେ ସାମିଲ ପାଇଁ ସେ ପରାମର୍ଶ ଦେଇଥିଲେ।
Read More News
T & CPrivacy PolicyContact Us