Download Now Banner

This browser does not support the video element.

ଭଞ୍ଜନଗର: ସାବିତ୍ରୀ ଅମାବାସ୍ୟା ରେ ଲାଠିପଡା ନିକଟରେ ଦୁର୍ଘଟଣା ଦୁଇ ସତ୍ୟବାନ ଙ୍କୁ ନେଇଗଲେ ଯମ ।

Bhanjanagar, Ganjam | May 26, 2025
ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର ଲାଠିପଡ଼ା ନିକଟରେ ସୋମବାର ୧୧.୦୦ ସମୟରେ ଗୋଟିଏ ବୁଲେଟ୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ଘର ସୋରଡ଼ା ନିକଟବର୍ତ୍ତୀ ସିଂହମର୍ଦ୍ଦନୀ ଗ୍ରାମର ବି.କେ ଭୂୟାଁ ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିନାହିଁ। ଏଥିସହ ଏହି ଦୁର୍ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ସେ ଅଚେତା ଥିବାରୁ ପରିଚୟ ମିଳିପାରିନାହିଁ। ଘଟଣାରୁ ପ୍ରକାଶ ଯେ, ଭଞ୍ଜନଗର ଆଡୁ ଦୁଇଜଣ ଏକ ବାଇକ୍‌ରେ ସୋ
Read More News
T & CPrivacy PolicyContact Us