This browser does not support the video element.
ଜୟପୁର: ଜୟପୁର ପ୍ରିୟା ଥିଏଟର ଗ୍ରୁପଦ୍ଵାରା କ୍ଷୁଦ୍ର ଚଳଚ୍ଚିତ୍ର ଆରମ୍ଭ ରାଜୁ ସାହି ଠାରେ ସୂଚନା ଦେଲେ କଳାକାର
Jeypore, Koraput | Sep 12, 2025
ଜୟପୁର ପ୍ରିୟା ଥିଏଟର ଗ୍ରୁପଦ୍ଵାରା ଆଜି କ୍ଷୁଦ୍ର ଚଳଚ୍ଚିତ୍ର ଆରମ୍ଭ କରିବା ପାଇଁ ଜୟପୁର ମା ଭଗବତୀ ମନ୍ଦିର ରେ ଶୁଭ ମୂହୁର୍ତ୍ତ ପୋଡିଛି। ଏହି ସମୟରେ ଗ୍ରୁପ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଥିଏଟର ଗ୍ରୁପ୍ ଦ୍ଵାରା ବିଭିନ୍ନ ସମୟରେ କୋଳା କୁ ବଞ୍ଚାଇରୋଖିବା ପାଇଁ ବିଭିନ୍ନ ପ୍ରୟାସ ସଦସ୍ୟ ମାନଙ୍କ ଦ୍ଵାରା ଉଦ୍ୟମ ଜାରି ରୋଖିଥିବା ବେଳେ ଏହି ଫିଲ୍ମ ଟି ନିହାତି ଅନେକ ମନୋରଞ୍ଜନଧର୍ମୀ ଙ୍କୁ ଏବଂ ଲୋକଙ୍କୁ ଆକୃଷ୍ଟ କରିବା ନେଇ ଆଶା ରୋଖି ଥିବା ରାତ୍ର 9ଟା 30 ମିନିଟ ସମୟରେ ରାଜୁସାହି ରେ ସୂଚନା ଦେଲେ କଳକାର।