Download Now Banner

This browser does not support the video element.

ସୋନପୁର: ଆମ୍ବଶର ଭଟା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଚିକିତ୍ସା ପାଇଁ ସୁବଳୟା ଡାକ୍ତରଖାନାରେ ଭର୍ତି

Sonapur, Subarnapur (Sonepur) | Aug 28, 2025
ଆମ୍ବଶର ଭଟା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଚିକିତ୍ସା ପାଇଁ ସୁବଳୟା ଡାକ୍ତରଖାନାରେ ଭର୍ତି l ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 7.30 ମିନିଟ ସମୟରେ ଜଣେ ବାଇକ ଆରୋହୀ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗ୍ରାମରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ପ୍ରାଥମିକ ଚିକିତ୍ସା ପାଇଁ ସୁବଳୟା ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣା ପଡିଛି l ବାଇକ ଆରୋହୀଙ୍କ ସଠିକ ପରିଚୟ ମିଳିପାରିନଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି l
Read More News
T & CPrivacy PolicyContact Us