Install App
bargarhdist.news
This browser does not support the video element.
ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ହାଟପଦା ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା
Bargarh, Bargarh (Baragarh) | Sep 1, 2025
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ସୋମବାର ରାତ୍ରି 8 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରର ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!